ଖରକର
ଦେଖଣା
ଖରକର —
ଉଚ୍ଚାରଣ: Kharakara
ସଂ. ବି. (ବହୁବ୍ରୀହ; ଖର+କର) —
୧: ସୂର୍ଯ୍ୟ — ୧. The sun.
ଖରକରନ ପତିଭା ଅତ୍ୟନ୍ତ ଦେଖାଇ, ଧୂଳି କରି ବିତାଇ ଜୀବନ ହରି ନେଇ ଭଞ୍ଜ. କୋଟିବ୍ରହ୍ମିଣ୍ଡ଼ସୂନ୍ଦରୀ
୨: (କର୍ମଧାରୟ) ତୀକ୍ଷ୍ମ କିରଣ —୨. Sharp rays.