Jump to content

ଖରକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରକା
ଉଚ୍ଚାରଣ: Kharakā
ঝাঁটা झाड़ा

ଦେ. ବି —

ଘରଆଦି ଛାଞ୍ଚୁଣୀଦ୍ବାରା ଓଳାଇବା — Brushing or sweeping a house clean.

ଦେ. ବିଣ —

ଓଳିଆ ହୋଇଥିବା — Well swept or cleansed.