ଖରକୋଜା
ଦେଖଣା
ଖରକୋଜା —
ଉଚ୍ଚାରଣ: Kharakarajā
ସଂ. ବି. ସ୍ତ୍ରୀ (ଖରକର=ସୂର୍ଯ୍ୟ+ଜନ ଧାତୁ=ଜନ୍ମିବା +କର୍ତ୍ତ. ଅ+ସ୍ତ୍ରୀ. ଆ) —
ୟମୁନାନଦୀ — The river Jamna.
ବରଜରମଣୀ ମେଳରେ ଖରକରଜା ତଟେ, ବନମାଳୀ ବନ ବିହାର କଲ ପ୍ରୀତି—ଲମ୍ଫଟେ ନୀଳମଣି ଭକ୍ତିଧାରା