Jump to content

ଖରଖରି ଓଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଖରି ଓଷା
ଉଚ୍ଚାରଣ: Kharakhari oshā

ପ୍ରାଦେ. (ଗଞାମ) ବି —

ବ୍ରତ ବା ଉପବାସ ବିଶେଷ — A religious fast.

[ ଦ୍ର—ଚୌତମାସର ପ୍ରତି ରବିବାର ଦିନ ଘରର ଅଭିଆଡ଼ି ଝିଅମାନେ ଏ ଓଷା କରନ୍ତି ଏ ଦିନମାନଙ୍କରେ ସେମାନେ ଅଅଁଳା, ହଳଦୀ ଲଗାଇ ପୋଖରୀରେ ଘାଧୋଇ ସାରି ବାଲି ଓ ଅଅଁଳାଗଛ ଆଣି ଦେବତା—ବିଗ୍ରହ ଗଢନ୍ତି ସନ୍ଧ୍ୟାରେ ଏହି ଦେବତାଙ୍କଠାରେ ପିଛଠା, ଆମ୍ବ, ନଡ଼ିଆ ଆଦି ପୂଜା ହୁଏ ଏବଂ ତହିଁ ଆରଦିନ ଏ ଓଷା ଉଜୁଆଁ ହୁଏ ]