ଖରଗୋସ୍
ଦେଖଣା
ଖରଗୋସ୍ —
ଉଚ୍ଚାରଣ: Kharagos
খরগোস
खरगोश
ବୈଦେ. ବି (ଫା. ଖର୍=ଗଧ+ଗୋଶ୍=କାନ; ୟାହା କାନ ଗଧକାନ ପରି ଲମ୍ବ) —
ସାନ ଠେକୁଆ; ଶଶକ — Hare; rabbit.
ଖରଗୋସ୍ —
ଉଚ୍ଚାରଣ: Kharagos
খরগোস
खरगोश
ବୈଦେ. ବି (ଫା. ଖର୍=ଗଧ+ଗୋଶ୍=କାନ; ୟାହା କାନ ଗଧକାନ ପରି ଲମ୍ବ) —
ସାନ ଠେକୁଆ; ଶଶକ — Hare; rabbit.