ଖରଚ
ଦେଖଣା
ଖରଚ —
ଉଚ୍ଚାରଣ: Kharacha
খরচ
खरच
(ଜମା—ବିପରୀତ)
ପ୍ରାଦେ. ବି (ଫା. ଖର୍ଚ; ଆ. ଖର୍ଜ) —
୧: ବ୍ୟୟ — ୧. Expenses; expenditure.
୨: ବ୍ୟୟିତ ଧନ — ୨. Amount spent.
(ଯଥା—ବାଟଖରଚ; ଘରଖରଚ; ଜମାଖରଚ; ବଦଖରଚ; ପର୍ବ— ଖରଚ; ୟାତ୍ରାଖରଚ)
ଖରଚ —
ଉଚ୍ଚାରଣ: Kharacha
খরচ
खरच
(ଜମା—ବିପରୀତ)
ପ୍ରାଦେ. ବି (ଫା. ଖର୍ଚ; ଆ. ଖର୍ଜ) —
୧: ବ୍ୟୟ — ୧. Expenses; expenditure.
୨: ବ୍ୟୟିତ ଧନ — ୨. Amount spent.
(ଯଥା—ବାଟଖରଚ; ଘରଖରଚ; ଜମାଖରଚ; ବଦଖରଚ; ପର୍ବ— ଖରଚ; ୟାତ୍ରାଖରଚ)