ଖରଚପତ୍ର
ଦେଖଣା
ଖରଚପତ୍ର —
ଉଚ୍ଚାରଣ: Kharachapatra
খরচপতর
खरचपतर
ଦେ. ବି (ସହଚର; ତୁଳ—ପଇସାପତ୍ର; କାଗଜପତ୍ର) —
୧: ବ୍ୟାୟାଦି —୧. Expenses etc.
୨: ବ୍ୟୟାର୍ଥ ଧନ — ୨. Money for expenses.
୩: ଯେଉଁ ତାଳପତ୍ର ବା କାଗଜର ଖରଚ ଲେଖା— ହୋଇଥାଏ — ୩. A palm leaf or paper on which expenses are noted down.