Jump to content

ଖରଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଚା
ଉଚ୍ଚାରଣ: Kharachā
খরচ, খরচা खरच, खर्चा

ବୈଦେ. ବି. (ଆ. ଖର୍ଜ; ଫା ଖର୍ଚ) —

୧: ବ୍ୟୟ —୧. Expenses; charges.

୨: ପକ୍ଷ ମକଦ୍ଦମାରେ କରିଥିବା ବ୍ୟୟ — ୨. Costs of a suit undergone by a party.

୩: କୌଣସି କାର୍ଯ୍ୟ ବା ବସ୍ଥୁ ପାଇଁ ବ୍ୟୟ — ୩. Costs or charges necessary for any work or thing.