Jump to content

ଖରଚ୍ଛଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଚ୍ଛଦ
ଉଚ୍ଚାରଣ: Kharachchhada

ସଂ. ବି. (ଖର+ଛଦ; ୟାହାର ପତ୍ର ରାଡ଼ୁରାଡ଼ୁଆ) —

୧: ଶାଖୋଟ, ସାହାଡ଼ାଗଛ — Strepuls Asper (tree)

୨: ଭୂମୀସହ ନାମକ ବନ୍ୟ ବୃକ୍ଷ (ହି. ନାମ ଭୂରଂସହ) — Name of a wild tree.

(ଅନ୍ୟ ସଂ. ନାମ ଭୂମୀସହ, ଦ୍ବାରଦାରୁ, ବରଦାରୁ)