Jump to content

ଖରଚ ଚଳାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଚ ଚଳାଇବା
ଉଚ୍ଚାରଣ: Kharacha chaḻāibā
খরচচালান खरचचलाना

ଦେ. କ୍ରି —

୧: ବ୍ୟୟ ନିର୍ବାହ କରିବା — ୧. To spend money.

୨: ଆବଶ୍ୟକ ବ୍ୟୟ ପାଇଁ ଧନ ଦେବା — ୨. To meet the necessary expenses.