Jump to content

ଖରଚ ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଚ ପଡ଼ିବା
ଉଚ୍ଚାରଣ: Kharacha paṟṛṟ;ibā
খরপড়া खरचमे पड़ना

ଦେ. କ୍ରି —

୧: (ଏତେ ଧନ) ବାଧ୍ୟ ହୋଇ ଖରଚ ହେବା — ୧. (a sum of money) To be necessarily spent.

(ଯଥା—ଏ ମକଦ୍ଦମାର ନକଲ ଆଣିବାକୁ ଟ ୩୧: ଖରଚ ପଡ଼ିଲା )

୨: (ଏତେ ଧନ) ବ୍ୟୟିତ ହେଲା ବୋଲି ହିସାବରେ ଲେଖାଯିବା — ୨. (a sum of money) To be entered. or shown in accounts as spent.

୩: (ଏତେ ଧନ) ବ୍ୟୟିତ ହେବାପାଇଁ ଲୋଡ଼ା ହେବା — ୩. (a sum of money) To be required to be spent.