Jump to content

ଖରଜନ୍ତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଜନ୍ତୁ
ଉଚ୍ଚାରଣ: Kharajantu

ଦେ. ବି (ସଂ. ଖର=ଉଗ୍ର; ଉତ୍କଟ+ଜନ୍ତୁ) —

ବିଷାକ୍ତ ସର୍ପ — (an euphemism) Poisonous serpent.

[ଦ୍ର—ସାପର ନାମ ଉଚ୍ଚାରଣ କରିବା ଅଶୁଭସୂଚକ ବୋଲି ଲୋକେ 'ସାପ' ନ କହି 'ଖରଜନ୍ତୁ' 'ଲମ୍ବଜନ୍ତୁ' 'ଲଅ' ଆଦି ଶବ୍ଦ ବ୍ୟବହାର କରନ୍ତି; ଏହିପରି 'ସାପ କାମୁଡ଼ିବା' ନ କହି ଲୋକେ 'ଲଛ ଛୁଇଁବା କହନ୍ତି']