ଖରଡ଼
ଦେଖଣା
ଖରଡ଼ —
ଉଚ୍ଚାରଣ: Kharaṟḍ̠a
গালিচা ,गलीचा, कालीन'
ଦେ. ବି. (ତୁଳ. ଆ. କାଲୀନ୍) —
୧: ଗାଲିଚା — ୧. A carpet.
୨: ମେଷଲୋମନିର୍ମିତ ମୋଟ ଆସନ — ୨. A thick seat made of wool.
ଖରଡ଼ରେ ଦେବି ମୁଁ ଅଠର ସହସ୍ର—କୃଷ୍ଣସିଂହ. ମହାଭାରତ. ଉଦ୍ଧୋଗ
୩: ରଥ ଚକର କ୍ଷିପ୍ତ ଗତିକୁ ବାଧା ଦେବା ନିମନ୍ତେ ଚକର ଆଗରେ ରଖାଯିବା କାଠଖଣ୍ଡ — ୩. Short logs of wood used to be put befour the wheel of a car in motion to retard its progress; a clog.
[ଦ୍ର—ଏହା ଦ୍ବାରା ରଥର ଗତିକୁ ମଧ୍ୟ ବାଗେଇ ଦିଆଯାଏ ଏହାର ଗୋଟିଏ ପାଖ ମୁନିଆଁ; ଭୂବନେଶ୍ବର ଓ ପୁରୀର ରଥମାନ ଚଳିବା ସମୟରେ ତା ଆଗରେ ଖରଡ଼ା ପକାଇ ରଥର ଚକମାନଙ୍କ ଗତିର ଦିଗକୁ ନିୟନ୍ତ୍ରିତ କରାଯାଏ]