Jump to content

ଖରଡ଼ାପଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଡ଼ାପଣି
ଉଚ୍ଚାରଣ: Kharaṟḍ̠āpaṇi

ଦେ. ବି. —

ପ୍ରଜାଠାରୁ ଖଜଣା ଆଦାୟ କରିବାର ପାରିଶ୍ରମିକ ସ୍ବରୁପ ଜମିଦାର ବା ତହସିଲଦାର ଆଦାୟ କରିବା ବାଜେ କର (ୟାହା ସରକାରଙ୍କର ଧାର୍ୟ୍ୟ କରଭୁକ୍ତ ବା ଆଇନ ଅନୁମୋଦିତ ନୁହେ) An illegal exaction realised by zamindars or rent-collectors from raiyats to defray the expenses of collecting the legal rent.