Jump to content

ଖରଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଡ଼ିଆ
ଉଚ୍ଚାରଣ: Kharaṟḍ̠iā

ଦେ. ବି —

ଧାନଆଦି ଶସ୍ୟ ରଖିବା ପାଇଁ ବେତ ବା ବାଉଁଶ ପାତିଆରେ ବୁଣା ବଡ଼ ଆଧାର; କୋଡ଼ମେଇ — A large basket of wicherwork for storing grain.