Jump to content

ଖରଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଡ଼ିବା
ଉଚ୍ଚାରଣ: Kharaṟṛṟ;ibā
সঁতলান तलना

ଦେ. କ୍ରି —

(ଶାକାଦି) ପଦାଥକୁ ସାମାନ୍ୟ ଜଳ ଦ୍ବାରା ସିନ୍ଧି କରିବା ବା ସାମାନ୍ୟ ଜଳ ଥିବା ଅବସ୍ଥାରେ ତାହା ଓହ୍ଲାଯାଇ ପାରିବ, ଏପରି ସିଝାଇବା — To roast slightly; to fry kitchen-herb etc. with a little water.

[ଦ୍ର— ବଟା ହଳଦୀକୁ ଦେହରେ ଲଗାଇବା ପୂର୍ବରୁ କୌଣସି ପାତ୍ରରେ ଚୁଲି ଉପରେ ବସାଇ ଟିକିଏ ଉଷୁମ ହେବା ପର୍ଯ୍ୟନ୍ତ ଘାଣ୍ଟିବାକୁ ମଧ୍ୟ ଖରଡ଼ିବା କହନ୍ତି]