ଖରଡ଼ି ହେବା
ଦେଖଣା
ଖରଡ଼ି ହେବା —
ଉଚ୍ଚାରଣ: Kharaṟḍ̠ hebā
ଦେ. କ୍ରି. —
୧: ସିଦ୍ଧି ହେବା — ୧. To be boiled.
୨: ଦହଗଞ୍ଜ ହେବା —୨. To be troubled.
(ଯଥା—ମୁଁ କଷ୍ଟରେ ଖରଡ଼ି ହେଲିଣି)
୩: କଷ୍ଟଭୋଗ କରିବା —୩. To undergo trouble.
ଖରଡ଼ି ହେବା —
ଉଚ୍ଚାରଣ: Kharaṟḍ̠ hebā
ଦେ. କ୍ରି. —
୧: ସିଦ୍ଧି ହେବା — ୧. To be boiled.
୨: ଦହଗଞ୍ଜ ହେବା —୨. To be troubled.
(ଯଥା—ମୁଁ କଷ୍ଟରେ ଖରଡ଼ି ହେଲିଣି)
୩: କଷ୍ଟଭୋଗ କରିବା —୩. To undergo trouble.