Jump to content

ଖରଣସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଣସ
ଉଚ୍ଚାରଣ: Kharaṇasa
(ଖରଣସୀ—ସ୍ତ୍ରୀ)

ସଂ. ବିଣ. ଫୁ. (ବ୍ରହୁବ୍ରାହି; ଖର=ତୀକ୍ଷ୍ଣ+ନାସା) —

୧: ତୀକ୍ଷ୍ଣନାସିକାଯୁକ୍ତ; ନାକୁଆ —୧. Sharp-nosed; having a tapering nose.

୨: ୟାହାର ନାକ ଗର୍ଦ୍ଦର ନାକ ପରି ଠିଆ — ୨. With ears standing erect; ass-eared.