ଖରତର
ଦେଖଣା
ଖରତର —
ଉଚ୍ଚାରଣ: Kharatara
ସଂ. ବିଣ. (ଖର+ତର) —
୧: ତୀକ୍ଷ୍ଣତର; ଅପେକ୍ଷାକୃତ ତୀକ୍ଷ୍ଣ — ୧. Sharper.
୨: ଦ୍ରୁତତର —୨. Swifter.
୩: ଅତିଦ୍ରୁତ —୩. Very swift.
ଖରତର ହୋଇ ବୀର ବେଗେ ଚଳି ଗଲା ବିଶ୍ବନାଥ. ବିଚିତ୍ରରାମାୟଣ
୪: ଅତି ତୀକ୍ଷ୍ଣ —୪. Excessively sharp or keen; very sharp.
ଦେ. କ୍ରି. ବିଣ. —
ଅତି ଶ୍ରୀଘ; ଅତି ଚଞ୍ଚଳ — Very swiftly; very soon.