Jump to content

ଖରତ୍ବକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରତ୍ବକ୍
ଉଚ୍ଚାରଣ: Kharatwak

ସଂ. ବି. (ବହୁବ୍ରାହି; ଖର+ତ୍ବକ୍) —

ଅଳମ୍ବୁଷା; ସୋଲ — A sensitive aquatic plant; sola.

(ଅନ୍ୟ ସଂ. ନାମ ଅଳମ୍ବୁଷା, ମେଦୋଗଳା)