ଶବ୍ଦାର୍ଥ:
ଖରଦଣ୍ଡ — ଉଚ୍ଚାରଣ: Kharadaṇḍa
ସଂ. ବି. (ବହୁବ୍ରୀହି; ଖର+ଦଣ୍ଡ; ୟାହାର ଦଣ୍ଡ ବା ନାଡ଼ କଣ୍ଟକମୟ) —
ପଦ୍ମ —Lotus.