Jump to content

ଖରଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଦି
ଉଚ୍ଚାରଣ: Kharadi
খরদ खरिद

ବୈଦେ. ବି. (ଫା. ଖରିଦ୍) —

କ୍ରୟ; କିଣିବା — Purchase.

ବୈଦେ. ବିଣ. —

କ୍ରୀତା; କିଣା ଯାଇଥିବା —Purchased.