Jump to content

ଖରଦୂଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଦୂଷଣ
ଉଚ୍ଚାରଣ: Kharadūshaṇa

ସଂ. ବି —

୧: (ବହୁବ୍ରୀହି; ଖର=ଉଗ୍ର+ଦୂଷଣ= ଦୋଷ)—ଧାତୁରା —୧. Thorn-apple.

୨: ବି. (ଦ୍ବନ୍ଦ୍ବ) ରାବଣର ଦୁଇ ଭାଇ ଖର ଓ ଦୂଷଣ ରାକ୍ଷାସ ଦ୍ବୟ — ୨. To demons named Khara and Dūshaṇa, brothers of Rābaṇa.