Jump to content

ଖରନାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରନାଦ
ଉଚ୍ଚାରଣ: Kharanāda

ସଂ. ବିଣ —

୧: (୬: ଷ୍ଠୀ ତତ୍; ଖର+ନାଦ)—ଗର୍ଭଭର ଧ୍ଵନି —୧. The braying of the ass.

୨: (କର୍ମଧା) ତୀକ୍ଷ୍ଣ ରାବ — ୨. Sharp or shrill sound.