Jump to content

ଖରପତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରପତ୍ର
ଉଚ୍ଚାରଣ: Kharapatra

ସଂ. ବି (ବହୁବ୍ରୀହି; ଖର+ପତ୍ର) —

ସାଗୁଆନ ଗଛ (ଦ୍ରବ୍ୟଗୁଣ) — Teak tree (Teoctona Grandis.)

(ଯଥା—ଅନ୍ୟ ସଂ. ନାମ—ଶାକ, କ୍ରକଚପତ୍ର, ସ୍ଥିରସାର, ଗୃହଦ୍ରୁମ, ଶ୍ରେଷ୍ଠକାଷ୍ଠ, ଶରପତ୍ର, ଅର୍ଜୁନୋପମ)