Jump to content

ଖରପର୍ଣ୍ଣିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରପର୍ଣ୍ଣିନୀ
ଉଚ୍ଚାରଣ: Kharaparṇṇinī
ଅନ୍ୟ ସଂ. ନାମ—ଗୋଜିହ୍ବା, ଗୋଜିକା, ଗୋଭୀ, ଦାର୍ଜକା গোজিয়াশাক गीजिया; गेभी ତେ. ଯେଦୁନାଲୁକଚେଟ୍ଟୁ, ଭାରଲିକଚେଟ୍ଟୁ ମ. ପାଥରୀ ଗୁ. ଭୋପାଥରୀ ଫା. କଲମରୁଭୀ

ସଂ. ବି. (ଖର+ପର୍ଣ୍ଣ+ଇନ୍+ଈ) —

ଗୋଜିହ୍ବା ଶାକ— ବିଶେଷ —A kind of pot- herb; Elephantopus Scabar.

[ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବାଯୁବର୍ଦ୍ଧକ, ଶୀତବୀର୍ୟ୍ୟ, ଧାରକ, କଫପିତ୍ତନାଶକ, ହୃଦୟ— ଗ୍ରାହୀ, ଲଘୁ, କୋମଳ, ତିକ୍ତ— କଷାୟ—ମଧୁରରସ, ମଧୁରବିପାକ ଏବଂ ମେହ , କାସ, ରକ୍ତଦୋଷ, ବ୍ରଣ ଓ ଜ୍ଜରନାଶକ]