Jump to content

ଖରପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରପା
ଉଚ୍ଚାରଣ: Kharapā

ଦେ. ବି. —

ନଈବଢ଼ି ଯୋଗୁଁ ନଦୀଗର୍ଭରେ ପଡ଼ିଥିବା ପତଳା ସ୍ତରର ପଟୁମାଟିଯୁକ୍ତ ଅଂଶ; ଉପରେ ପଟୁମାଟି ପତଳା ହୋଇ ପଡ଼ିଥିବା ନଈବାଲି —Part of the sandy river-bed over which a thin layer of silt is deposited and left the flood subsides.