Jump to content

ଖରବଘରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରବଘରା
ଉଚ୍ଚାରଣ: Kharabagharā

ଦେ. ବି (ଖର+ବଘରା) —

ତିଅଣ ଆଦିର ଯେଉଁ ବଘରା— ବେଳେ ହାଣ୍ଡିମସଲା ଅତିରିକ୍ତରୂପେ ଭାଜି ହୋଇ ଯାଇଥାଏ ବା କୁହୁଳି ଯାଇଥାଏ — Over frying of curry.