ଖରମରା
ଦେଖଣା
ଖରମରା —
ଉଚ୍ଚାରଣ: Kharamarā
ଦେ. ବିଣ (ଖର+ମରା) —
ଲହୁଣୀରୁ ପ୍ରସ୍ତୁତ ହେବାବେଳେ ଯେଉଁ ଘିଅରୁ ଜଳୀୟ ଅଂଶ ସମ୍ପୂର୍ଣ୍ଣ ଶୁଷ୍କ ହୋଇ ଯାଇଥାଏ; ଯେଉଁ ଘିଅ ପାଣି ମରିବା ପରେ ବେଶିବେଳ ନିଆଁରେ ବସିବା ଯୋଗୁଁ ଈଷତ୍ ପୋଡ଼ି ଯାଇଥାଏ- Ghee which has benn put over fire for some time after the water has fully evaporated.