ଖରଶାଣ
ଦେଖଣା
ଖରଶାଣ —
ଉଚ୍ଚାରଣ: Kharaṡāṇa
ସଂ. ବିଣ (ବହୁବ୍ରୀହି; ଖର+ଶାଣ) —
ଖରଧାର; ଅତ୍ୟନ୍ତ ଦାଢ଼ୁଆ —Very sharp
ବେଗେଣ ବିନ୍ଧଇ ବୀର ଖରଶାଣ ତୀର—ରାଧାନାଥ, ବେଶୀସଂହାର
ଖରଶାଣ —
ଉଚ୍ଚାରଣ: Kharaṡāṇa
ସଂ. ବିଣ (ବହୁବ୍ରୀହି; ଖର+ଶାଣ) —
ଖରଧାର; ଅତ୍ୟନ୍ତ ଦାଢ଼ୁଆ —Very sharp
ବେଗେଣ ବିନ୍ଧଇ ବୀର ଖରଶାଣ ତୀର—ରାଧାନାଥ, ବେଶୀସଂହାର