Jump to content

ଖରଶ୍ବାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଶ୍ବାସ
ଉଚ୍ଚାରଣ: Kharaṡwāsa

ସଂ. ବି (କର୍ମଧା; ଖର+ଶ୍ବାସ) —

୧: ଧଇଁ ସଇଁ ହେବା —୧. Gasping.

୨: ଦୀର୍ଘଶ୍ବାସ —୨. Sighing.

୩: ଅଣଞ୍ଚାଶ ବୋହିବା — ୩. Gasping before death.