ଖରସ୍ପର୍ଶୀ
ଦେଖଣା
ଖରସ୍ପର୍ଶୀ —
ଉଚ୍ଚାରଣ: Kharasparṡī
(ଖରସ୍ପର୍ଶିନୀ—ସ୍ତ୍ରୀ)
ସଂ. ବିଣ. (ଖରସ୍ପର୍ଶ+ଅଛି ଅର୍ଥରେ. ଇନ୍ ୧: ମା. ୧: ବ.) —
ଟାଆଁଶ; ରାଡ଼ରାଡ଼ୁଆ; କରଡ଼ା — Rough to the touch.