Jump to content

ଖରସ୍ରୋତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରସ୍ରୋତା
ଉଚ୍ଚାରଣ: Kharasrotā

ସଂ. ବିଣ. (ବହୁବ୍ରୀହି; ଖର+ସ୍ରୋତସ୍.୧: ମା.୧: ବ.) —

ପ୍ରଖର ସୁଅ ଥିବା (ନଦୀ) — (river) Having a swift current.

ଦେ. ବି. (ନାମ) —

ଖରସୁଆ ୧: (ଦେଖ) Kharasuā.୧ (See)