Jump to content

ଖର଼ଚ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର଼ଚ କରିବା
ଉଚ୍ଚାରଣ: Kharacha karibā
খরচকরা खरचना

ଦେ. କ୍ରି —

୧: ବ୍ୟୟ କରିବା — ୧. To spend; to expend.

୨: (ଲକ୍ଷଣାର୍ଥ) (ବୃଦ୍ଧି) ପ୍ରଯୋଗ କରିବା — ୨. To apply (intellect.)

୩: ବ୍ୟବହାରରେ ଲଗାଇବା —୩. To use.