Jump to content

ଖରାଂଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରାଂଶ
ଉଚ୍ଚାରଣ: Karāṁṡu

ସଂ. ବି —

୧: କର୍ମଧା, ଖର+ଅଂଶୁ)—ସୂର୍ଯ୍ୟ କିରଣ — ୧. Sun's rays.

୨: ଟାଣଖରା —୨. Hot rays of the sun.

୩: (ବହୁବ୍ରୀହି) ସୂର୍ଯ୍ୟ —୩. The Sun.