ଖରାଖିଆ
ଦେଖଣା
ଖରାଖିଆ —
ଉଚ୍ଚାରଣ: Kharākhiā
ଦେ. ବିଣ —
ଅନାବୃତ ସ୍ଥାନରେ ରହିଥିବା ଯୋଗୁଁ ୟାହା ଉପରେ ସର୍ବଦା ସୂର୍ଯ୍ୟକିରଣ ପଡ଼ୁଥାଏ; ଫୁଙ୍ଗା — Always exposed to the rays of the sun; directly under the rays of the sun.
(ଯଥା—ଖରାଖିଆ ମହାଦେବ)