Jump to content

ଖରାପ ଲାଗିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରାପ ଲାଗିବା
ଉଚ୍ଚାରଣ: Kharāpa lāgibā
খারাপলাগা खराब मालुम होना

ଦେ. କ୍ରି —

୧: କୌଣସି ବିଷୟ କୌଣସି ବ୍ୟକ୍ତିକୁ ସୁଖକର ଜଣା ନ ଯୁବା —୧. To seem disagreeable; not to seem pleasant.

(ଯଥା—ଅକର୍ମା ଲୋକକୁ ହିତବଚନ ଖରାପ ଲାଗେ)

୨: ଅସ୍ବାଦ ଜଣାଯିବା —୨. To taste bad.

(ଯଥା—ଆଜି ମାଛତିଅଣ ଖରାପ ଲାଗୁଛି)

ଦେ. ବି. (କୌଣସି ବ୍ୟକ୍ତିର)

ସ୍ବାଚ୍ଛନ୍ଦ୍ୟ ବା ସୁଖ ଅନୁଭୁତିର ଅଭିବ —Want of an easy feeling.

(ଯଥା—ନିକମା ହୋଇ ବସି ରହିବାକୁ ମୋତ ଖରାପ ଲାଗୁଛି)