ଖରିତା
ଦେଖଣା
ଖରିତା —
ଉଚ୍ଚାରଣ: Kharita
খরিতা
खरीता
ବୈଦେ. ବି. (ଆ. ଖରୀତା=ବଡ଼ ଲଫାଫା) —
ଏକ ଶାସନ— କର୍ତ୍ତାଙ୍କଠାରୁ ଅନ୍ୟ ଶାସନକର୍ତ୍ତାଙ୍କ ନିକଟ (ଲଫାପାରେ ବନ୍ଦ ହୋଇ) ପଠାଯିବା ସରକାରୀ ଚିଠି —An official letter (contained in a big envelope) sent from the governor of one province or the head of one department to another.