ଖରିଦା ଜମାବନ୍ଦି
ଦେଖଣା
ଖରିଦା ଜମାବନ୍ଦି —
ଉଚ୍ଚାରଣ: Kharidā jamābandi
ଦେ. ବି —
ଓଡ଼ିଶାରେ ଏକପ୍ରକାର ଭୁସ୍ବତ୍ବ (ୟାହା ପୂର୍ବେ ନିଷ୍କର ଥିଲା ମାତ୍ର ଦାନଗ୍ରହୀତାର ବଂଶଧରମାନେ ଅନ୍ୟ ବ୍ୟକ୍ତିକୁ ବିକ୍ରି କରି ଦେବାରୁ ତହିଁ ଉପରେ ଗଭର୍ଣ୍ଣମେଣ୍ଟ ଜମା ବା କର ଧାର୍ୟ୍ୟ କରିଅଛନ୍ତି) — A tenure originally given rent-free but. now assessed to a quit—rent for having been alienated by sale to a stranger.