Jump to content

ଖରିଦ୍ବିକ୍ରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରିଦ୍ବିକ୍ରି
ଉଚ୍ଚାରଣ: Kharid bikri

ଦେ. ବି. (ବିପରୀତାର୍ଥ ସହଚର; ଫା. ଖରୀଦ୍+ସଂ.ବିକ୍ରୟ)

କିଣା ବିକା —Purchase and sale.