ଖରିଦ୍ସ୍ବତ୍ବ
ଦେଖଣା
ଖରିଦ୍ସ୍ବତ୍ବ —
ଉଚ୍ଚାରଣ: Kharid swattwa
ଦେ. ବି. (ଫା. ଖରୀଦ+ସଂ. ସ୍ବତ୍ବ) —
କିଣିବାଦ୍ବାରା କୌଣସି ପଦାର୍ଥ ଉପରେ କ୍ରେତାର ଯେଉଁ ଅଧିକାର ପ୍ରବର୍ତ୍ତେ —Right or title acquired by purchase.
ଖରିଦ୍ସ୍ବତ୍ବ —
ଉଚ୍ଚାରଣ: Kharid swattwa
ଦେ. ବି. (ଫା. ଖରୀଦ+ସଂ. ସ୍ବତ୍ବ) —
କିଣିବାଦ୍ବାରା କୌଣସି ପଦାର୍ଥ ଉପରେ କ୍ରେତାର ଯେଉଁ ଅଧିକାର ପ୍ରବର୍ତ୍ତେ —Right or title acquired by purchase.