Jump to content

ଖରିଫୋଟକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରିଫୋଟକା
ଉଚ୍ଚାରଣ: Khariphoṭakā

ଦେ. ବି —

ଗୋରୁଙ୍କ ଖୁରାସନ୍ଧିରେ ବାହାରିବା ଫୋଟକା ପରି ବ୍ରଣବିଶେଷ —An eruption in the hoofs of cattle.

[ ଦ୍ର—ଏ ବ୍ରଣ ବାହାରିଲେ ଗୋରୁଙ୍କୁ ୨: ଦିନ ଜର ହୁଏ ତା ପରେ ଜର ଛାଡ଼ିଯାଏ ଓ ବ୍ରଣ ଭଲ ହୋଇଯାଏ]