Jump to content

ଖରିଫ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରିଫ୍
ଉଚ୍ଚାରଣ: Khariph
খরিফ खरीफ

ବୈଦେ. ବି. (ଆ) —

୧: ହୈମନ୍ତିକ ଫସଲ; ଯେଉଁ ଫସଲ ଶୀତଦିନରେ ହୁଏ —୧. Winter-crop.

(ଯଥା—ଶାରଦଧାନ, ମୁଗ, କୋଳଥ, ଚଣା)

୨: ଶାରଦଧାନ —୨. Autumnal paddy.