ଖରୋଷ୍ଟ୍ରୀ
ଦେଖଣା
ଖରୋଷ୍ଟ୍ରୀ —
ଉଚ୍ଚାରଣ: Kharoshṭrī
ସଂ. ବି —
ଅଶୋକଙ୍କ ରାଜତ୍ବ ସମୟରେ ଭାରତର ପଶ୍ଚିମୋତ୍ତର ସୀମାରେ ଚଳୁଥିବା ଲିପିବିଶେଷ — Name of a script prevalent in the North-western frontier of India during the reign of Emperor Asoka.
[ ଦ୍ର—ଏ ଲିପି ଫାରସୀ ପରି ଡାହାଣରୁ ବାଁଆଁକୁ ଲେଖା— ୟାଉଥିଲା ଏହାକୁ ଗାନ୍ଧାରଲିପି ମଧ୍ୟ କହନ୍ତି ]