Jump to content

ଖର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍
ଉଚ୍ଚାରଣ: Khar

(ଜୁଡ଼୍—ବିପରୀତ)

ପ୍ରାଦେ. (ସମ୍ବଲପୁର) ବି. (ସଂ. ଖର=ଉଷ୍ଗ) —

ଉଷ୍ଣତା — Heat.

୧: ଉଷ୍ଣ —୧. Warm; hot.

୨: ତୀଷ୍ଣ —୨. Sharp.