Jump to content

ଖର୍ଜିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍ଜିକା
ଉଚ୍ଚାରଣ: Kharjikā

ସଂ. ବି (ଖର୍ଜ ଧାତୁ+ଅକ+ସ୍ତ୍ରୀ. ଆ) —

୧: କଣ୍ଡୁ; କାଛୁ —୧. Itches.

୨: ଗରମି ବେମାରି —୨. Syphilis.

୩: ରୁଚିବା —୩. Relish.