ଖର୍ଜୁ
ଦେଖଣା
ଖର୍ଜୁ —
ଉଚ୍ଚାରଣ: Kharju
ସଂ. ବି (ଖର୍ଜ ଧାତୁ+ଭାବ. ଉ) —
୧: କୁଣ୍ଡାଇହେବା —୧. Scratching.
୨: ଗଲୁ —୨. Itching.
୩: (+କର୍ତ୍ତୃ. ଉ) ଖଜୁରିଗଛ —୩. Date-palm.
୪: ଧତୁରାଗଛ; ଦୁଦୁରା —୪. Thorn-apple.
୫: କୀଟ ନିଶେଷ; ଅଂଶେଇ —୫. Worm; maggot.
ପ୍ରାଦେ. (ସମ୍ବଲପୁର) ବି. (ସଂ. ଖର୍ଜନ)
କୁଣ୍ଡିଆ (ରୋଗ) — Dry itches.
ଘରେ ନାହିଁ ତିରନ୍ ତସୁ, ଟେମ୍ କରୁଛି ସୁଖର୍ଜୁ ଖ—ଢଗ