ଖର୍ଜୁଡ଼୍
ଦେଖଣା
ଖର୍ଜୁଡ଼୍ —
ଉଚ୍ଚାରଣ: Kharjuṟḍ̠
ପ୍ରାଦେ. (ସମ୍ବଲପୁର) ବି —
୧: ଶରଦ ଗରମ — ୧. Cold and heat.
୨: ମଥା ଶରଦ ଓ ପେଟ ଗରମ ହେଲେ ହେବା ରୋଗ; କୋଠା ଗରମ — ୨. The condition in which the head suffers from cold and the belly from heat.
ବିଣ —
ଗରମ ଓ ଥଣ୍ଡା —Hot and cold.