ଖର୍ଜୂର
ଦେଖଣା
ଖର୍ଜୂର —
ଉଚ୍ଚାରଣ: Kharjūra
ସଂ. ବି. (ଖର୍ଜ ଧାତୁ, ଣିଜନ୍ତି=ଖର୍ଜ ଧାତୁ+କର୍ତ୍ତୃ. ଊର) —
୧: ଖଜୁରି ଗଛ —୧. Data-plam.
୨: ଖଜୁରିକୋଳି —୨. Data plum.
୩: ରୂପା —୩. Silver.
୪: କୀଟବିଶେଷ; ସମ୍ବାଳୁଆ ପୋକ — ୪. Hairy caterpillar.
୫: କୃଶ୍ଚିକ; ବିଛା —୫. Centipede; scorpion.
୬: ହରିତାଳ —୬. Yellow orpiment; arsenic sulphide.