Jump to content

ଖର୍ପରିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍ପରିକା
ଉଚ୍ଚାରଣ: Kharparikā

ସଂ. ବି. (ଖର୍ପର+ଇକ+ଆ) —

ଆଖିର ଅଞ୍ଜନବିଶେଷ; କଜଳ — A kind of collyrium.